Rajkanika,Odisha

Rajkanika,Odisha Rajkanika is a Small Town and one of the block Indian State Odisha. Situated in Kanika Tahasil in Kendrapada

ନେତାଜୀ କ୍ଲବ୍ ଦ୍ଵାରା ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏକ  #ମିନି_ମାରାଥନ୍ ଆୟୋଜିତ ହେବାକୁ ଯାଉଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ...
18/01/2026

ନେତାଜୀ କ୍ଲବ୍ ଦ୍ଵାରା ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏକ #ମିନି_ମାରାଥନ୍ ଆୟୋଜିତ ହେବାକୁ ଯାଉଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦେଶପ୍ରେମ, ତ୍ୟାଗ ଓ ଆଦର୍ଶକୁ ଅନୁସରଣ କରି ଯୁବପିଢ଼ିଙ୍କୁ ସଚେତନ କରିବା ସହିତ ଏକତା ଓ ଦେଶଭକ୍ତିର ଭାବନା ଜାଗ୍ରତ କରିବା ମୁଖ୍ୟ ଉଦ୍ଦେଶ୍ୟ।
🏃‍♂️🏃‍♀️ଇଚ୍ଛୁକ ପ୍ରତିଯୋଗୀମାନେ ତଳେ ଦିଆଯାଇଥିବା ଲିଙ୍କ ରେ ନିଜର ସମ୍ପୂର୍ଣ୍ଣ ବିବରଣୀ ଭରି, ପ୍ରତିଯୋଗିତାରେ ଭାଗ ନେଇପାରିବେ। 🏃‍♂️🏃‍♀️
ତାରିଖ - ୨୩ ଜାନୁଆରୀ, ସକାଳ - ୬ ଘଟିକା
ଆଳି, ବାଳକାଟି (RMC) ଗୃହ ନିକଟରୁ ଆରମ୍ଭ ହୋଇ ରାଜକନିକା ନେତାଜୀ ଛକ ପର୍ଯ୍ୟନ୍ତ।
ବି. ଦ୍ର - ପ୍ରଥମ ୧୦୦ ପ୍ରତିଯୋଗୀ ମାନଙ୍କ ପାଇଁ ଟି-ସାର୍ଟ ବ୍ୟବସ୍ଥା ରହିଛି।
ଆସନ୍ତୁ ସମସ୍ତେ ଏହି ଗଣଦୌଡ ରେ ସାମିଲ୍ ହେବା ସହ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିବା
https://marathon.demohost.in/
mini marathon club Taras

ଆମ ଗର୍ବ ଭିତରକନିକା
07/01/2026

ଆମ ଗର୍ବ ଭିତରକନିକା

12/08/2025

" କେନ୍ଦ୍ରାପଡା ନା ତାର "

#କେନ୍ଦ୍ରାପଡା #ଆମକେନ୍ଦ୍ରାପଡା #ରାଜକନିକା

ସାଦର ନିମନ୍ତ୍ରଣ...
24/04/2025

ସାଦର ନିମନ୍ତ୍ରଣ...

12/03/2025
କଥାରେ ଅଛି "କୂଳ ଯାହାର ପାଳ ତାହାର"1.କୁମ୍ଭୀର ଆମକୁ ଖାଇବ !2. ଧୋଇ ମରୁଡି ଆମର ହେବ !3. ମଧୂର ଜଳର ଅଭାବ ଆମର ହେବ !କାହା ସ୍ୱାର୍ଥରେ ଅନ୍ୟ ...
18/11/2020

କଥାରେ ଅଛି
"କୂଳ ଯାହାର ପାଳ ତାହାର"
1.କୁମ୍ଭୀର ଆମକୁ ଖାଇବ !
2. ଧୋଇ ମରୁଡି ଆମର ହେବ !
3. ମଧୂର ଜଳର ଅଭାବ ଆମର ହେବ !

କାହା ସ୍ୱାର୍ଥରେ ଅନ୍ୟ ଜିଲ୍ଲାକୁ ପାଣି ଦିଆହେବ ??

* ଚକୁଳି ଖିଆ ଲୋକ

23/01/2018
“The True Republic:- Men, their rights and nothing More.Women, their rights and nothing Less.” Happy Republic Day :)
25/01/2017

“The True Republic:- Men, their rights and nothing More.
Women, their rights and nothing Less.”

Happy Republic Day :)

Vakratunda Mahakaya Suryakoti Samaprabha.Nirvighanm Kuru Me DevaSarva_Kaaryasusa_Sravada.
05/09/2016

Vakratunda Mahakaya Suryakoti Samaprabha.
Nirvighanm Kuru Me Deva
Sarva_Kaaryasusa_Sravada.

Address

Chandanpokhari, Chowk
Kendrapara
754220

Telephone

9015862882

Website

Alerts

Be the first to know and let us send you an email when Rajkanika,Odisha posts news and promotions. Your email address will not be used for any other purpose, and you can unsubscribe at any time.

Share